ବିବେକାନନ୍ଦ ଶିଷାକେନ୍ଦ୍ର ,ବାସୁଦେବପୁର
ତୃତୀୟ ଏକକ ପରୀକ୍ଷା - 2023-2024
ଶ୍ରେଣୀ -ତୃତୀୟ, ବିଷୟ ସାହିତ୍ୟ ,ପୂ ସଂ- ୨୫
୧) ସମସ୍ତ ପ୍ରସନ୍ନର ଉତ୍ତର ଦିଅ ? ( ୨x୫=୧୦)
କ ) ଫୁଲ ସହିତ କେଉଁ ମାନଙ୍କର ଦେଖା ହେଲା ?
ଖ ) ଫୁଲଟି ଜୀଇଁଥିବା ଯାଏ କ'ଣ କରିବାକୁ ଚାହେଁ ?
ଗ ) ସ୍ୱାଧୀନତା ସୈନିକମାନେ କ'ଣ କରୁଥିଲେ ?
ଘ ) ବାନରସେନା ମାନେ କିଭଳି ବାହାରିଲେ ?
ଙ )ବିଶେଷଣ କାହାକୁ କୁହାଯାଏ ? ଉଦାହରଣ ସହ ଲେଖ ?
୨) ଶୂନ୍ୟସ୍ଥାନ ପୂରଣ କର ? ( ୧x୫=୫)
କ ) ମନ୍ଦିରଟି ........................... ଠାରେ ତୋଳା ହେଲା ?
ଖ ) ଫୁଲ .................... ଵିତାରିବା ପାଇଁ ଚାହୁଁଅଛି ?
ଗ ) ବିଦେଶୀମାନେ ଆମ ଦେଶରୁ ................ ବୋହି ନେଲେ ?
ଘ ) ................ ପାଇଁ ଧରମା ଜୀବନ ଦେଲା ?
ଙ ) .............. ମାନେ ବାନର ସେନା ସାଜିଥିଲେ ?
3) ନିମ୍ନ ବାକ୍ୟରେ ଥିବା ସର୍ବନାମ ପଦ ଚାରିପାଖରେ ଗୋଲ ବୁଲାଅ ? (୧x୫=୫)
କ ) ତୁମେ ଆମ ଘରକୁ ଆସିବ !
ଖ ) ହରିଶ ମୋତେ କଲମଟିଏ ଦେଲା !
ଗ ) ସେ ମନ ଲଗାଇ ପାଠ ପଢେ !
ଘ ) ମୁଁ ତୃତୀୟ ଶ୍ରେଣୀରେ ପଢେ !
ଙ ) ଆମେ ସାଙ୍ଗ ହୋଇ ଖେଳିବା !
4) ଗଦ୍ୟ ରୂପ ଲେଖ ? (୧x୫=୫)
କ ) ପରାଣ .....>
ଖ ) କରମ ...
ଗ ) ଭକତି ..
ଘ ) ଯତନ ..
ଙ ) ରତନ ..
0 Comments