ବିବେକାନନ୍ଦ ଶିଷାକେନ୍ଦ୍ର ,ବାସୁଦେବପୁର
ତୃତୀୟ ଏକକ ପରୀକ୍ଷା – 2023-2024
ଶ୍ରେଣୀ- ଦ୍ୱିତୀୟ ,ବିଷୟ - ଗଣିତ,ପୂ ସଂ- ୨୫
୧) ସମସ୍ତ ପ୍ରଶ୍ନର ଉତ୍ତର ଦିଅ.? (୩x୪=୧୨)
କ) ଗୋଟିଏ ବହିର ଦାମ୍ ୧୫ ଟଙ୍କା ୯ଟି ବହିର ଦାମ୍ କେତେ ଟଙ୍କା .?
ଉ :.............................
ଖ ) ଗୋଟିଏ ଘଡିରେ ୩ଟି କଣ୍ଟା ଅଛି | ସେହିପରି ୧୭ଟି ଘଡିରେ କେତୋଟି କଣ୍ଟା ଥିବ ?
ଉ :......................................
ଗ ) ୪୫ଟି ଲଡ଼ୁକୁ ୫ ଜଣ ପିଲାଙ୍କ ମଧ୍ୟରେ ବଣ୍ଟାଯିବ ଗୋଟିଏ ପିଲା କେତୋଟି ଲଡ଼ୁ ପାଇବ ?
ଉ :...................................
ଘ ) ଗୋଟିଏ ଗଛରୁ ୯ଟି କମଳା ତୋଳାଯାଇପାରେ ୭୨ଟି କମଳା କେତୋଟି ଗଛରୁ ତୋଳାଯାଇପାରିବ .?
ଉ :.......................................
୨) ଶୂନ୍ୟସ୍ଥାନ ପୂରଣ କର .? (୧x୩=୩)
କ ) କୌଣସି ସଂଖ୍ୟାକୁ ବାରମ୍ବାର ଯୋଗ କରିବାର ପକ୍ରିୟାକୁ ...............କ୍ରିୟା କୁହାଯାଏ |
ଖ ) ବାରମ୍ବାର ବିୟୋଗ ପକ୍ରିୟାକୁ.................କ୍ରିୟା କୁହାଯାଏ |
ଗ ) କୌଣସି ସଂଖ୍ୟାକୁ ସେହି ସଂଖ୍ୟାଦ୍ଵାରା ଭାଗକଲେ ଭାଗଫଳ.........................ହେବ |
୩) ଶୂନ୍ୟାନ୍ତ ସଂଖ୍ୟାରେ ଯୋଗ.? (୨.୫)
କ ) ୧୨+୨୨
୪) ଆଧାର ଦ୍ୱାରା ଗୁଣନ.? (୨.୫)
୮x୭............
୫) ୧୦ ଦ୍ୱାରା ଗୁଣନ. (୧)
କ ) ୩୬x୧୦=.......................
ଖ ) ଗୁଣନ.
୨୧୫
x୪
ଗ ) ହରଣ .
୯)୬୫(
0 Comments