ବିବେକାନନ୍ଦ ଶିଷାକେନ୍ଦ୍ର ,ବାସୁଦେବପୁର
ତୃତୀୟ ଏକକ ପରୀକ୍ଷା - 2023-24
ଶ୍ରେଣୀ ତୃତୀୟ ବିଷୟ ସାମାଜିକ ,ପୂ ସଂ- ୨୫
1 କ ) ତୁମ ରାଜ୍ଯ ଭାରତ କେଉଁ ଭାଗରେ ଅବସ୍ଥିତ ? 2x 5
ଖ ) ଆଦିମ ମାନବ ଜଙ୍ଗଲର ହିଂସ୍ରଜନ୍ତୁ କବଳରୁ ନିଜକୁ କିପରି ରକ୍ଷ୍ୟା କରୁଥିଲେ ?
ଗ )ତୁମ ଜିଲ୍ଲାର ଦର୍ଶନୀୟ ସ୍ଥାନ ଗୁଡିକ ଲେଖ ?
ଘ )ଆଦିମ ମଣିଷ ନିଆଁକୁ କେଉଁ କେଉଁ କାମରେ ଲଗାଇଲା
ଙ ) ତୁମ ଜିଲ୍ଲାର ନାମ କ'ଣ ?
2.ଶୂନ୍ୟସ୍ଥାନ ପୂରଣ କର .
କ )ମଣିଷର ପ୍ରଥମ ଉଭାଵନ ହେଉଛି ..............
ଖ )ଓଡିଶା .......... ଟି ଜିଲ୍ଲାକୁ ନେଇ ଗଠିତ .
ଗ )ଆମ ଦେଶର ନାମ ....................... .
ଘ )ଆଦିମ ମଣିଷ ଖବର ପଠାଇବାପାଇଁ .................କୁ ବ୍ୟବହାର କରୁଥିଲେ .
ଙ )ଆଦିମ ମଣିଷ ର ..........ଘର ଜଗୁଥିଲା .
3)ନିମ୍ନଲିଖିତ ବାକ୍ୟଗୁଡିକ ଠିକ ଥିଲେ ଠିକ ଚିହ୍ନ ()ଭୁଲ() ଚିହ୍ନ ଦିଅ . ( 1x5=5)
କ )ନକ୍ସା ଠିକଭାବେ ଅଙ୍କିବା ପାଇଁ ସ୍କେଲ ବ୍ୟବହୃତ ହୋଇଥାଏ ()
ଖ )ସିନ୍ଧୁ ସଭ୍ୟତା ପଞ୍ଜାବ ସହରରେ ଗଡିଉଠିଥିଲା ()
ଗ )ସୂର୍ଯ୍ୟ ପଶ୍ଚିମଦିଗରେ ଉଦୟ ହୁଏ ()
ଘ )ଆଦିମ ମଣିଷ କୋଠାଘର କରି ରହୁଥିଲା ()
ଙ )ମାନଚିତ୍ର ଉପର ପଟ ଉତ୍ତର ଦିଗକୁ ସୂଚାଏ ()
4.ସ୍ତମ୍ଭ ମିଳନ କର . ( 1x5=5)
( କ ) ( ଖ )
ମୁନିଆ ପଥର ମାନଚିତ୍ର
ପାଣି ସିମ୍ପାଞ୍ଜି
ପତ୍ର ବିଛାଇ କୁଡ଼ିଆ ବଣି
ଗଛକୁ ଡେଇଁବା ଶିକାର କରିବା
ଭାରତ ନଦୀ ଓ ଝରଣା
0 Comments