https://github.com/bdodisha/https-www.bimaldas.co.in-.git love shayari, odia for girlfriend||first love odia love shayari

love shayari, odia for girlfriend||first love odia love shayari

ଓଡ଼ିଆ ଲଭ ସାୟରି.. blog" ଭଲ..,love shayari, odia for girlfriend||first love odia love shayari

1:ହଜାରେ ଝଗଡା ପରେ ବି ଯେଉଁ ସମ୍ପକ ଅତୁଟ ରୁହେ ...
ସେ ହିଁ ପ୍ରକୃତ ଭଲପାଈବା ''!
 
2:ବୁଝେଇବାର ଗୋଟେ ସୀମା ଥାଏ,ଆଉ ସହିବାର ବି ଗୋଟେ ସୀମା ଥାଏ,
ମଣିଷ ଯେତେବେଳେ ଏ ଦୁଇଟି ସୀମା ପାରକରିଦିଏ,
 ସବୁ ସମ୍ପର୍କ ସେହିଠାରେ ହିଁ ସରିଯାଏ. !
 
3: ଏଇ ଦୁନିଆରେ ,ଯିଏ ଟାଇମ ପ ପାସ୍ କରେ ,
ତାକୁ ଭଲପାଇବା ମିଳେ ,,ଆଉ ଯିଏ ଭଲପାଇବା ଦିଏ ,,
ତାକୁ ମିଳେ କେବଳ ଧୋକା .!
 
4: ଏବେ ନା କାହାକୁ ମୁଁ କଷ୍ଟ ଦେବି ନା କାହା ଉପରେ ନିଜର ହକ୍ 
ଦେଖେଇବି ,ବାସ ସମସ୍ତଙ୍କ ଖୁସୀ ପାଇଁ ଏବେ ମୁଁ ଚୁପ୍ ରହିବି .!
 
5: ଏ ଦୁନିଆରେ ଏକୁଟିଆ ରହିବ ଶିଖ କାରଣ ଯାହା ଉପରେ ତୁମେ,
ଯେତେ ଅଧିକ ଭରଷା କରିବ ,
ସିଏ ତୁମକୁ ସେତେ ଅଧିକ କଷ୍ଟ ଦବ .
 
6: ଯେଉଁଠି ନିଜ ଜାଗାନାହିଁ ....                                                        
ସେଇଠି ଅଭିଯୋଗ କାହିଁକି ?
ଯେଉଁଠି ବିଶ୍ୱାସ ନାହିଁ ............                                                            
ସେଇଠି ପ୍ରମାଣ କାହିଁକି ?
ଯେଉଁଠି ଭରସା ନାହିଁ ................                                                      
ସେଇଠି ସର୍ମ୍ପର୍କ କାହିଁକି  ?
 
    7:   ଯଦି ଜଣେ ତୁମବିନା ଖୁସିରେ ରହି ପାରୁଛି ,
ତାହେଲେ ତାକୁ ଖୁସିରେ ରହିବାକୁ ଦିଅ ;
ତା ' ପଛରେ ଅଧିକ ପଡି ନିଜର ଆତ୍ମ ସମ୍ମା ନକୁ
ହରାଅ ନାହିଁ .!
 
8: ଗୋଟିଏ ଦିନ ତୁମକୁ ନିଶ୍ଚେ ଅନୁଭବ ହେବ ଯେ ,
ଦୁନିଆରେ ଏମିତି ଜଣେ କିଏ ଥିଲା ଯିଏ
 ତୁମକୁ ବିନା ସ୍ଵାର୍ଥରେଭଲ ପାଉଥିଲା ...!


Today from some new SAHYARI HEART lee love shayari, odia for girlfriend||first love odia love shayari


1: Relationships that remain intact even after thousands of fights ...
He is the one who truly loves! ''

2: There is a limit to understanding, and there is a limit to tolerance,
When man crosses these two boundaries,
 All relationships end there. !

3: In this world, who passes the time pass,
He finds love, and he who gives love,
He only gets cheated.!

4: Now I will not hurt anyone or my rights over anyone
I'll show you now, I'll be quiet for everyone's sake!

5: Sikhs will be alone in this world because on which you,
The more you hope,
She will give you so much trouble.!

6: Where there is no place ....
Why the complaint there?
Where there is no faith ............
Why the evidence there?
Where there is no hope ................
Why the relationship there?
 

7: If one can be happy without you,
Then let him be happy;
Don't overdo it and don't give up
Don't lose!
8: One day you will definitely feel that,

Who in the world was that?
 You were selfless ...!


 

 


Post a Comment

0 Comments