14 June 2021 ପହିଲି ରଜ ର ଅଭିନନ୍ଦନ
Happy rajo
ଆପଣ ଓ ଆପଣଙ୍କ ପୁରା ପରିବାରକୁ ରଜ ପର୍ବର ହାର୍ଦ୍ଧିକ ଅଭିନନ୍ଦନ
ଆମେ ପାଳନ କରୁଥିବା ପର୍ବ ପର୍ବାଣି ମାନଙ୍କ ମଧ୍ୟ ହଉଚି ଗୋଟିଏ ଆନନ୍ଦ ଦାୟକ |
ଆମ ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହେଇଥାଏ |
ସେଥିରୁ ରଜ ପର୍ବ ଏକ ନିଆରା ତଥା ବିଶିଷ୍ଟ ପର୍ବ ରୂପେ ପରିଗଣିତ |
ପ୍ରତ୍ୟେକ ଓଡ଼ିଆ ଏ ପର୍ବଟିକୁ ମୁହାଁ ଆନନ୍ଦରେ ପାଳନ କରିଥାନ୍ତୁ |ବିଶେଷତଃ
ଏହା ଝିଅମାନଙ୍କ ପଇଁ ମୁଖ୍ୟ ଅଟେ |ଦୁଲୀ ଝୁଲିବା ରଜ ପାନ ଖାଇଥାଉ .|
ଓଡ଼ିଆ ରଜ ସଂକ୍ରାନ୍ତି ପଡେ ଯାହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କହନ୍ତି |
ଇଂରାଜୀ ମାସରେ ଜନୁଜାୟା ପ୍ରାୟତଃ ଜୁନ୍ ଅଧା ବେଳକୁ ରଜ ସଂକ୍ରାନ୍ତି ପଡେ |
ତାହା ଆମେ ବହୁତ ଖୁସି ଆନନ୍ଦରେ ତିନି ଦିନ ପାଳି ଥାଉ .|
Happy Rajo
Congratulations to you and your entire family on the occasion of Rajo
The festivities we celebrate are also a source of joy |
Thirteen festivals are celebrated in our state of Odisha in twelve months
Of these, the festival of Rajo is considered to be a unique and distinguished festival |
Every Oriya would have celebrated this festival with great joy
This is the main thing for girls. Let's have a hangover |
Oriya Rajo Sankranti falls which is also called Gemini Sankranti
During the English month, Janujaya usually falls in the middle of June
That's what we celebrate for three days with great joy.|


0 Comments