ଓଡ଼ିଆ ରେ କିଛି ସତ କଥା Love story in odia ||Love storyi
1: ନିଜର ମନ କଥା ଭୁଲରେ ବି କାହାକୁ କୁହନ୍ତୁ ନାହିଁ ,
କେତେ ବେଳେ କିଏ
ବଦଳିଯିବେ କିଛି ଭରସା ନାହିଁ .!
2: ମୁ ଯେତେ ରାଗିଲେ ବି ତୁମ ଉପରେ ରାଗିପାରେନି ,,
ତୁମ ସହ ଟିକିଏ କଥା ନହେଲେ
ମୁଁ ଜମା ରହିପାରେନି ,, i miss you . !
3:କୁହାଯାଏ ଯିଏ ତୁମକୁ ଭଲ ଲାଗୁଚି ତମେ ତାକୁ ଭଲପାଅ ,
କିନ୍ତୁ ମୋ ଭାଷାରେ ଭଲ ତାକୁ ପାଅ ଯିଏ,
ତମ ଭାବନା କୁ ବୁଝିପାରୁଥିବ ତୁମକୁ ସମ୍ମାକରୁଥିବ ,
ଆଉ ସବୁ ପରିସ୍ଥିତି ରେ ତମ ସାଥିରେ ତାହୁଥିବ . !
4: କେବେ ଭାଵୀନଥିଲି ଜୀବନରେ ଏମିତି ବି ଦିନ ଆସିବା
କାନ୍ଧିବା ଜରୁରୀ ହେଇଯିବ
ଆଉ ଲୁହ କୁ ଲୁଚେଇବା ବି ଦରକାର ପଡ଼ିଯିବ ......!
5: ଆଜି କାଲି ମଣିଷଙ୍କୁ ବୁଝିବା ବହୁତୁ କଷ୍ଟ ,କାହିଁକିନା
ଏମାନଙ୍କ ମୁହଁରେ ମିଠା କଥା
ଆଉ ମନରେ ବିଷ ଭରି ରହିଛି ..!
6: ଆଜିର ସମୟରେ କାହା ଉପରେ ଅଭିମାନ କରିବା ଉଚିତ ନୁହେଁ ,
କାହିଁକିନା ଲୋକେ ଅଭିମାନ
ପଛରେ ଥିବା ଭଲପାଇବା ବୁଝାନ୍ତି ନାହିଁ .!
7; ବେଳେ ବେଳେ ଇଛା ହୁଏ ,ନିଜ ଲୋକଟିର ଛାତି ରେ ମୁଣ୍ଡ ରଖି
କାନ୍ଦିବା ପାଇଁ ନିଜର ସବୁ ଦୁଃଖ କହିବା ପାଇଁ ,,,
ହେଲେ କଣ ହେବ ?
ହୃଦୟ ଯାହାକୁ ନିଜର ଭାବୁଥାଏ ,
ତା ପାଖେ ମୋ ପାଇଁ ସମୟ ନାହିଁ .!
8: କେବେ ଏଇଟା ଭାବିବନି କି ମୁଁ ତୁମକୁ ମନେ ପକଉନାହିଁ ,
ମୋ ରାତି ର ଶେଷ ଓ ସକାଳ ର
ପ୍ରଥମ ଭାବନା ହିଁ ତମେ . !
9: ଆଜି ନ ହେଲେ କାଲି ମତେ ନିଶ୍ଚୟ ମନେପକାଇବ
ସେତେ ବେଳେ କୁ ମୁଁ ନ ଥିବି ଯୋଉଠି ବି ଥିବି ତୁମ ଖୁସି
ଚାହୁଁଥିବି ଆଉ ତୁମେ ଯଉଠି ବି ଥାଅ ଖୁସିରେ ଥାଅ
ମତେ ଭଲ ପାଅ କି ନ ପାଅ ଯାହାକୁ ବି ଭଲପାଅ
ତା 'ର ହାତ କେବେ ଛାଡି ବନି .!
Something trueLove story in Odia ||Love story
1: Don't tell anyone your thoughts by mistake,
How often
There is no hope that it will change.
How often
There is no hope that it will change.
2: I couldn't be angry with you no matter how angry I was,
Talk to you soon and keep up the good content
I can't deposit, I miss you. !
Talk to you soon and keep up the good content
I can't deposit, I miss you. !
3: It is said that whoever loves you, you love him,
But in my language, find him who is good,
Understanding your feelings will honor you,
And in all cases, it will be with you. !
But in my language, find him who is good,
Understanding your feelings will honor you,
And in all cases, it will be with you. !
4: I never thought there would be such a day in the life
It will be necessary to cry
You will also need to hide the tears ......!
It will be necessary to cry
You will also need to hide the tears ......!
5: It's hard to understand people today, why
Sweet words on their faces
And the mind is full of poison ..!
Sweet words on their faces
And the mind is full of poison ..!
6: No one should be proud of anyone today,
Why are people so proud?
That doesn't mean love in the back!
Why are people so proud?
That doesn't mean love in the back!
7; Sometimes you want to put your head in your own person's chest
To say all your sorrows to cry,,,
But what happens?
The heart that thinks its own,
She has no time for me.!
To say all your sorrows to cry,,,
But what happens?
The heart that thinks its own,
She has no time for me.!
8: Never mind if I don't remember you,
The end of my night and the morning
The first thought is you. !
The end of my night and the morning
The first thought is you. !
9: I must remember tomorrow, not today
I'll be there no matter where you are
I want you to be happy wherever you are
Love me or not
Never let go of her hand.
I'll be there no matter where you are
I want you to be happy wherever you are
Love me or not
Never let go of her hand.



0 Comments