Odia Love Story|| Odia Love Shayari ||love shayari, odia for girlfriend
1: ଯେବେ ସମ୍ପର୍କ ନୂଆ ହେଇଥାଏ ,ସେତେବେଳେ ଲୋକେ
କଥା ହେବା ପାଇଁ ବାହାନା ଖୋଜନ୍ତି ,
ଆଉ ଯେବେ ସେଇ ସମ୍ପର୍କ ପୁରୁଣା ହୋଇଯାଏ ,
ଲୋକେ ଦୂରେଇ ଯିବା ପାଇଁ
ବାହାନା ଖୋଜନ୍ତି ....!
2: ଭାବିଥିଲି ଦିନେ ତୁମ ସହ ମିଶି ଖୁସିରେ ରହିବି ଘର ....
ତୁମେ କିନ୍ତୁ ସବୁ ପୋଡି ଜାଳି ଦେଇ
କରିଦେଲ ମତେ ପର ...!
3: ଗୋଲାପ ଫୁଲ ନେଇଗଲା ଚକଲେଟ ବି ନେଇଗଲା
ପ୍ରୋମିଜ୍ ବି ନେଇଗଲା
ଲଭ Teddy ଟେ ବି ନେଇଗଲା
ଶଳା ଆଜିଠୁ ଆଉ ଫୋନ ଉଠାଉନି କଣ ପାଇଁ ..?
4: ଆଜି ତୁମେ ମୋ ପାଖରେ ନାହିଁ ହେଲେ ଅତୀତରେ
ସ୍କୃତିମୋ ମନରେ ଆଜିବି ବଞ୍ଚିଛି . !
5: କାନ୍ଧିଲେ କେହି କେବେ ଫେରି ଆସେ ନାହିଁ ,
କିଛି ଜିନିଷ ଠିକ ହେଇଯାଏ ନାହିଁ |
କିନ୍ତୁ କାନ୍ଦିଲେ ମନଟା ଟିକେ ଠିକେ ହୋଇଯାଏ .!
6: ଆଜିକା ଦୁନିଆରେ କାହାକୁ ହୃଦୟର ସହ ଭଲ ପାଇବା କଥା ନୁହେଁ |
କାହିଁକିନା ଏଠି ଯୋଡିବା ବଦଳରେ ଭାଙ୍ଗିବା ପାଇଁ
ବହୁତ ଅଛନ୍ତି .!
7: ଭଲ ସାଥିଟିଏ ମିଳିଗଲେ ଲମ୍ବା ରାସ୍ତା ବି ଛୋଟ ହୋଇଯାଏ |
ଦୁଇ ଦିନର ଜୀବନ ବି ଶହ ଶହ
ବର୍ଷ ଧରି ଅମର ରହିଯାଏ .!
8: ଉଜାଡି ଦେଇ ମୋ ସଜଡା ସପନ ଭୁଲି ଗଲ ତମେ ସତେ
କେଉଁ ଅଭିମାନେ ଦୂର ଗଲ କହି ଗଲ ନାହିଁ ମତେ | .!
9: ମନ ତୁମ ବିନା କୋଉଠି ଲାଗେନା ତୁମକୁ ହିଁ ଖୋଜିବୁଲେ |
ଜାଣେନା ମନକୁ କେମିତି ପାଇବି
ନିଜେ ଯଦି ହଜିଗଲେ | !
10:ଅନେକ ଦିନରୁ ଭଲ ପାଉଥିଲି ମୁଁ କହିପାରୁ ନଥିଲି ତାକୁ ,
ଆଜି ଯେତେବେଳେ କହିବାକୁ ଗଲି
ଜାଣିଲି ସେ ଭଲ ପାଉଛି ଆଉ କାହାକୁ |!
Love Story in english|| Odia Love Shayari ||love shayari, odia for girlfriend
1: When relationships are new, people
Looking for excuses to talk,
And when that relationship gets old,
To get people away
Looking for excuses ....!
2: I thought one day I would be happy to be home with you ....
But you burned everything
I think so ...!
3: The rose took the flower and the chocolate took it
Promise also took
Love Teddy took the tea
Why didn't Shala pick up the phone from today ..?
4: Today you don't have me in the past
Skritimo is still alive in his mind. !
5: No one comes back when weeping,
Some things don't work out
But when you cry, the manta gets a little better.
6: No one in this world is supposed to love with all their heart
Why break it instead of adding it here
There are many.!
7: Finding a good partner also makes the long road shorter
Two days of life are also hundreds
It remains immortal for years.!
8: You forgot about my dream of ruining you
I don't know which ones went away .!
9: No matter where you are, your mind will be looking for you
I don't know how to get the mind
If lost itself!
10: I loved her for so long that I couldn't tell her,
When I went to talk today
I knew he was in love with someone else!
.jpeg)
.jpeg)
0 Comments