life status love shayari [life odia shayari]
1. ଭଲପାଅ ମଣିଷ କୁ ତା'ର ଅଭ୍ୟାସ କୁ ନୁହେଁ ....
ତାର କଥା ରେ ରାଗିଯାଅ କିନ୍ତୁ ତା ଉପରେ ନୁହଁ ..
ଭୁଲିଯାଅ ତାର ସବୁ ଭୁଲ କୁ କିନ୍ତୁ ତାକୁ ନୁହଁ ..
କାରଣ ସମ୍ପର୍କ ଠୁ ବଡ ଏ
ଦୁନିଆରେ ଆଉ କିଛି ବି ନାହିଁ ..!
ତାର କଥା ରେ ରାଗିଯାଅ କିନ୍ତୁ ତା ଉପରେ ନୁହଁ ..
ଭୁଲିଯାଅ ତାର ସବୁ ଭୁଲ କୁ କିନ୍ତୁ ତାକୁ ନୁହଁ ..
କାରଣ ସମ୍ପର୍କ ଠୁ ବଡ ଏ
ଦୁନିଆରେ ଆଉ କିଛି ବି ନାହିଁ ..!
2. ଯେଉଁ ଦିନ ମୁ ସବୁଦିନ ପାଇଁ ଏ ଦୁନିଆ ଛାଡି ଭଗବାନଙ୍କ
ପାଖକୁ ଚାଲିଯିବିନା ସେହି ଦିନ
ଭଗବାନଙ୍କୁ ମୋର ଗୋଟେ ପ୍ରଶ୍ନ ରହିବ
ସତରେ କ'ଣ ମୋ ଭାଗ୍ୟରେ ଏତେ କଷ୍ଟ
ଲେଖିଲାବେଳେ ତୁମ ଆଖିରୁ ଟୋପେ ବି ଲୁହ ଝରି ନଥିଲା .!
3. ଯେତେବେଳେ ଥରେ ଭରଷା ଆଉ ବିଶ୍ୱାସ ଭାଙ୍ଗି ଯାଏ .
ସେତେବେଳେ ବାରମ୍ବାର sorry କହିଲେବି କିଛି
ମୂଲ୍ୟ ନ ଥାଏ .!
4. ଗୋଟେ କଥା ପଚାରିବି ସତ କହିବ ମୁ ତମକୁ ବହୁତ ଡିଷ୍ଟ୍ୟୁର୍ଵ
କରୁଛି ନା କଣ କହିବି ତମ ସହ
କଥା ନ ହେଲେ ରହି ପାରୁନି ..,!
ENGLISH
Shayari English
1. Love man, not his habit...
Get angry at her but not over her.
Forget all her mistakes but not her.
Because the relationship is more prominent than this
There is nothing else in the world ..!
2. The day I leave this world forever and belong to God
I will not go near that day
I have a question for God
Is it really that hard for me?
There were no tears in your eyes as you wrote.
3. When once hope is shattered.
I'm sorry to hear that
There is no value.!
4. One thing I can ask is, to be honest, I'm very upset
What can I say to you?
Can't stay without talking ..,!



0 Comments