Happy ଗଣେଶ ଚତୁର୍ଥୀ ganesh puja.|| Ganesh Chaturthi ||ganesh chaturthi in odisha
ଗଣେଶ ପୂଜା ସେପ୍ଟେମ୍ବର ମାସ ୧୦/୦୯/ ୨୦୨୧
ଆଜିର ଦିନ ଓଡ଼ିଶାର ଗୌରବ ଦିନ ତାକୁ ଆମେ ଶୁକ୍ଳଚତୁର୍ଥୀ କହୁ |
ସ୍କୁଲ ,କଲେଜ ,ଏମିତି ବିଭିନ ଜାଗାରେ ଗଣେଶ ପୂଜା ପାଳନ କରିଥାନ୍ତି |
ତା ଆମେ ସାଙ୍ଗ ସାଥି ମିଳିମିଶି ଜଣକୁ ଜଣେ ସାହାୟ୍ଯ କରି ଆମେ
ଏଇ ଗଣେଶ ପୂଜାକୁ ଆଗକୁ ବଡେଇ ଆସିଛୁ |
ପ୍ରତି ବର୍ଷ ଆମ ବିଦ୍ୟାଳୟରେ ଗଣେଶ ପୂଜା ପାଳିତ ହୁଏ |ପୂଜାର ୧୫ ଦିନ ପୂବରୁ ଛାତ୍ର ଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ଏକ ସଭାଅନୁଷ୍ଠିତ ହୁଏ | ପିଲାମାନଙ୍କର ଆଥିକ ପରିସ୍ଥିତିକୁ ଲକ୍ଷ୍ୟ କରି ଚାନ୍ଦାସ୍ଥିିରୀକୃତ କରିଥାଉ | ପୂଜା କିପରି ଭାବରେ ହବ ତାହା ଆମେଉଚ୍ଚ ଶ୍ରେଣୀର ପିଲାଙ୍କୁ ମୁଖ୍ୟ ଦାୟୀତ୍ୱ ଦିଆଯାଇଥାଏ |(ଆମେ ସମସ୍ତେ ମିଶି ଗଣେଶ ପୂଜା ପାଳନକରିଥାଉ )'' ଓଁ ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୁମମ ବିଘ୍ନ ବିନାଶୟ ଗଣାଧିପତୟେ ନମଃ | ''
Happy Ganesha Chaturthi Ganesh puja.|| Ganesh Chaturthi ||ganesh Chaturthi in English
Today is Shuklachaturthi, the day of glory of Odisha
Ganesha is worshiped in schools, colleges, and so on
"She was released this morning; she's talked to her father and she's fine
We have brought this Ganesha worship forward
Ganesha Puja is celebrated in our school every year
A meeting with students and teachers 15 days before the puja
Is held Chanda takes into account the financial situation of the children
Let's decide We know how to worship
High-class children are given the primary responsibility
(We all celebrate Ganesha worship together)
'' O Namo Ganesha Bighnesh Girijanandan Prabhu
Mum disrupted destruction Ganadhipataye Namah ''
.jpeg)
.jpeg)
0 Comments