beautiful shayari odia| | life is beautiful shayari odia
1: ତୁମଠାରୁ ଦୂରରେ ରହିଲେ ହସି ପାରୁନାହିଁ|
ତୁମକୁ ପାଖରେ ପାଇବା ମୋ ଭାଗ୍ୟରେ ନାହିଁ |
2: ଫୋନେ ରେ କାହାକୁ ବ୍ଲକ କରିବା ବହୁତସହଜ |
କିନ୍ତୁ ହୃଦୟରୁ କାହାକୁ ବ୍ଲକ କରିବା ବହୁତ କଷ୍ଟ |
3: କାନ୍ଧିବା ପାଇଁ କେହି ଭଲ ପାଇ ନଥାନ୍ତି|ଯେତେ ବେଳେ ମନର ମଣିଷଟା ହିଁ |
ମନ କଥା ବୁଝି ପାରେନି ...ସେଥିପାଇଁ ଆଖିରୁ ଲୁହ
ଆପେ ଆପେ ଚାଲି ଆସେ |
4: ସ୍ୱପ୍ନ ବହୁତ ଅଛି ,,,ମନକୁ ବୁଝେଇବା ପାଇଁ,,,!ଜୀବନରେ ରାସ୍ତା ଲମ୍ବା ଅଛି ,
ଦୁଃଖ କଷ୍ଟ ଅନୁଭବ ପାଇଁ ,ଗୋଟେ ସାଙ୍ଗ ଅଛି ,,
ମନ ଖୋଲି କହିବାପାଇଁ ,,,,,,,,!
5: ଯିଏ ଆପଣାକୁ ବୁଝିପାରୁନାହିଁ ,ତାକୁ ବୁଝାଇବା ନିଜର ମୂର୍ଖର୍ମୀ ,
ତାକୁ ତା ବାଟରେ ଯିବାକୁ ଦିଅ ସମୟ ଆସିଲେ ସେ ,
ନିଶ୍ଚୟ ବୁଝିପାରିବ .........!
6: ଯେଉଁଠାରେଝଗଡା କମ ପ୍ରେମ ଅଧିକ ଥାଏ , ଯେଉଁଠାରେଆସା କମ ବିଶ୍ୱାସ
ସମ୍ପର୍କ ତାକୁ କୁହାଯାଏ | ଯେଉଁଠାଏରେ ଶବ୍ଦ କମ ବୁଝିବା ଅଧିକ ଥାଏ !
7: କାହାକୁ ପାଇବା କେବଳ ପ୍ରେମ ନୁହେ , ତାକୁ ସବୁଦିନ ହୃଦୟରେ
ସାଇତି ରଖିବା ହିଁ ହଉଛି ପ୍ରକୃତ ପ୍ରେମ .....!
8: ଯେଉଁଠି ବିଶ୍ୱାସ ଓ ଭଲ ପାଇବା ରହିଥାଏ |ଜଣେ ଯେତେ ଦୂରରେ ରହିଲେ
ମଧ୍ୟ ,ସବୁବେଳେ ସେହି ପାଖେ ପାଖେ ସାଥିରେ ଥିଲା |
ଭଳି ଅନୁଭବ ହୁଏ !
9: ପ୍ରଥମ ଦେଖାରେ କରିଲି ନିଜର ଆଖିରେ ମିଶାଇ ଆଖି |
ସେହି ଦିନ ଠାରୁ ସମ୍ପର୍କ ଲାଗିଲା |ପ୍ରକୃତି ରହିଲା ସାକ୍ଷୀ !
beautiful Shayari English || life is beautiful Shayari English
1: Can't laugh when you're away
I'm not lucky enough to have you.!
2: It's very easy to block someone on the phone
But it is very difficult to block someone from the heart.!
3: No one loves to cry. When it is the man of the mind
I couldn't understand my mind ... tears from my eyes
It comes automatically.!
4: There are many dreams ,,, to understand the mind,! The road is long in life,
There is a friend who feels sad, To open my mind, to speak!
5: It is foolish to explain to one who does not understand,
Let him go his way when the time comes,
Must understand .........!
6: Where there is less love and more love, where there is less faith
The relationship is called Where words are less understood and more!
7: Finding someone is not just love, it is always in the heart
Saving is the real love .....!
8: Where there is faith and love
Also, he was always there for me
Feels like!
9: At first glance, I did it with my own eyes
The relationship has been going on since that day. Nature remains a witness!


0 Comments