ବିବେକାନନ୍ଦ ଶିଷା କେନ୍ଦ୍ର ,ବାସୁଦେବପୁର
ତୃତୀୟ ଏକକ ପରୀକ୍ଷା - 2023-2024
ଶ୍ରେଣୀ ତୃତୀୟ ବିଷୟ-ବିଜ୍ଞାନ ,ପୂ ସଂ- ୨୫
1)ସମସ୍ତ ପ୍ରଶ୍ନ ର ଉତ୍ତର ଦିଅ . ( 2x5=10)
ଖ )ଦୁଇଟି ନରମ ବସ୍ତୁର ନାମ ଲେଖ ?
ଗ ) ତୁମ ଦେହର କେଉଁ ଅଙ୍ଗ ଗୁଡିକ ସବୁବେଳେ କାମ କରୁଥାନ୍ତି ?
ଘ )ଦୁଇଟି ଖଦଡା ବସ୍ତୁର ନାମ ଲେଖା ?
ଙ )ପରିପାକ କ୍ରିୟା ସହିତ ଅଙ୍ଗ ଗୁଡ଼ିକର ନାମ ଲେଖା ?
2.ଶୂନ୍ୟସ୍ଥାନ ପୁରାଣ କର . (1x5=5)
କ)ଆମ ଛାତି ଭିତରେ ଥିବା ଥାଳି ଦୁଇଟିକୁ ........ କହନ୍ତି ?
ଖ )...........ବସ୍ତୁର ହେଉଛି ଏକ ଗୁଣ ?
ଗ )ଆମ ରକ୍ତ ବିଶୁଦ୍ଧ କରିବା ଅଙ୍ଗ ହେଉଚ୍ଛି ........?
ଘ )..........ଗୋଟିଏ ପମ୍ପ ଭଳି କାମ କରେ ?
ଙ ).......ଜିନିଷକୁ ପଦାର୍ଥ କୁହାଯାଏ .
3)ନିମ୍ନଲିଖିତ ବାକ୍ୟଗୁଡିକ ଠିକ ଥିଲେ ଠିକ ଚିହ୍ନ ()ଭୁଲ () ଚିହ୍ନ ଦିଅ . ( 1x5=5)
କ )ଯେଉଁ ନଡ଼ିଦେଇ ରକ୍ତ ହୃତପିଣ୍ଡ କୁ ଆସେ ତାହାକୁ ସିରା କୁହାଯାଏ ().
ଖ )ମିଶ୍ରି ଏକ ନରମ ବସ୍ତୁ ଅଟେ ().
ଗ )ଦେହର କୌଣସି ଅଙ୍ଗ କାଟିଗଲେ ଦେହରୁ ରକ୍ତ ବାହାରିଥାଏ ().
ଘ )ଲହୁଣୀ ବସ୍ତୁ ଆମ ହାତକୁ ଟାଣ ଲାଗିଥାଏ ().
ଙ )ହୃତପିଣ୍ଡ ର ସ୍ପନ୍ଦନ ଜାଣିବା ପାଇଁ ଡାକ୍ତର ରୋଗୀର ନଡ଼ିଚିପି ଧରନ୍ତି ()
4.ସ୍ତମ୍ଭ ମିଳନ କର . (1x5=5)
( କ ) ( ଖ )
ପାକସ୍ଥଳୀ ଆକାଶ
ଚୂନ ପ୍ରସାରିତ ଓ ସଂକୁଚିତ ହୁଏ
ହୃତପିଣ୍ଡ କୋଇଲି
ମୁଣ୍ଡ ବାଳ ବଗ
ସମୁଦ୍ର ପରିପାକ କ୍ରିୟା
0 Comments