ବିବେକାନନ୍ଦ ଶିଷା କେନ୍ଦ୍ର ,ବାସୁଦେବପୁର
ତୃତୀୟ ଏକକ ପରୀକ୍ଷା – 2023-2024
ଶ୍ରେଣୀ- ଦ୍ୱିତୀୟ , ବିଷୟ -ପରିବେଶ ବିଜ୍ଞାନ ,ପୂ ସଂ- ୨୫
1) ନିମ୍ନୋ ଲିଖିତ ପ୍ରଶ୍ନଗୁଡିକର ଉତ୍ତରଦିଅ (2x 5=10)
କ ) ଜୀବିକା କହିଲେ କ'ଣ ବୁଝାଏ ତାହାର ବିବରଣୀ ଦିଅ.?
ଖ ) ବଡ଼ଦିନ ପର୍ବ କାହାକୁ କୁହାଯାଏ.?
ଗ ) ଗ୍ରାମପଞ୍ଚାୟତ ର କାର୍ଯ୍ୟ ଗୁଦିଙ୍କ ବର୍ଣ୍ଣନା କର .?
ଘ )ଥାନାକୁ କାହିଁକି ଏକ ସେବାକାରୀ ଅନୁଷ୍ଠାନ କୁହାଯାଏ ,ତାହାର କାରଣ ଦର୍ଶାଅ.?
ଙ ) ପଥର କାରିଗର ର କାର୍ଯ୍ୟ କ'ଣ
2) ଶୂନ୍ୟସ୍ଥାନ ପୂରଣ କର .? (1x8=5)
କ ) ............................ମାନେ ଲୁଗାସବୁ ତିଆରି କରି ବିକ୍ରୀ କରି ଥାନ୍ତି |
ଖ ) ଜିନିଷପତ୍ର କିଣା ବିକା ହେଇଥିବା ସ୍ଥାନକୁ ...........................କୁହାଯାଏ |
ଗ ) ....................ହେଉଛି ଶିଖମାନଙ୍କର ପ୍ରଧାନ ପର୍ବ |
ଘ ) ଦଶହରା ................... ମାସରେ ପାଳନ କରାଯାଏ |
ଙ ) ବ୍ୟେଦ୍ଦି ଧର୍ମର ପ୍ରତିଷ୍ଠାତା ........................|
3) ସ୍ତମ୍ଭ ମିଳନ କର ? (1x5=5)
(କ ) (ଖ)
କ )ମ୍ୟାନେଜର ଉଡ଼ାଜାହାଜ
ଖ ) ଜାକଘର ସେବାକାରିଆନୁଷ୍ଠାନ
ଗ )ଡାକର ଖାନା ରୋଗୀ
ଘ ) ନଗରପାଳ ମହାନଗର
ଙ )ପାଇଲଟ ପୋଷ୍ଟମାଷ୍ଟର
4) ଭୁଲୁଥିଲେ ଠିକ କରି ଲେଖ.? (1x 5=5)
କ )ଟ୍ରାଫିକ ପୋଲିସ କର୍ମଚାରୀମାନେ ହଳଦିଆ ପୋଷାଙ୍କ ପିନ୍ଧନ୍ତି.|
ଖ ) ମୁସଲମାନଙ୍କର ପର୍ବିତ୍ର ଧର୍ମ ଗ୍ରନ୍ଥ ଗୀତା .|
ଗ )ଗାଈ ,ମଈଁଷି ପାଳି କ୍ଷୀର ପେଟପୋଷିବା ତନ୍ତିମାନଙ୍କର କାମ ଅଟେ .|
ଙ ) ଦଶହରା ମୁସଲମାନଙ୍କର ଏକ ବିଶେଷ ପର୍ବ .|
0 Comments