ବିବେକାନନ୍ଦ ଶିଷା କେନ୍ଦ୍ର ,ବାସୁଦେବପୁର
ତୃତୀୟ ଏକକ ପରୀକ୍ଷା - 2023/24
ଶ୍ରେଣୀ -ତୃତୀୟ, ବିଷୟ ଗଣିତ ,ପୂ ସଂ- ୨୫
୧) ହିସାବ କରି କୁହ. ?
କ ) ୩୭୫ ସେ .ମି .............................ମି ...................... ସେ.ମି .
ଖ ) ୧ ମି ୪୦ ସେ.ମି ...........................ସେ.ମି.
ଗ ) ୧୫ କି.ଗ୍ରା ୨୫୦ ଗ୍ରା + ୮ କି.ଗ୍ରା ୫୦୦ ଗ୍ରା ....................କି.ଗ୍ରା................ଗ୍ରା.
ଘ) ୧୦ କି.ଗ୍ରା ୫୦ ଗ୍ରା - ୩ କି.ଗ୍ରା ୨୫ଗ୍ରା .....................କି.ଗ୍ରା....................ଗ୍ରା.
ଙ ) ୧୦୦ ଟ ନୋଟ ବଦଳରେ. ....................... ଟି ୫୦ ଟଙ୍କା ନୋଟ ମିଳିବ.
୨) ସ୍ତମ୍ବ ମିଳନ କର. ?
'କ 'ସ୍ତମ୍ବ 'ଖ'ସ୍ତମ୍ବ
୩ଟ ୯୯୮ ସେ .ମି
୧ ଘ ୧୦୦X ୮
୯ ମି ୯୮ସେ.ମି ୪ ମି
୮୦୦ ୩୦୦ପ
୪୦୦ ସେ.ମି ୬୦ ମି
୩) ପ୍ରଶ୍ନ ଗୁଡିକ ଉତ୍ତର ଦିଅ !
କ ) ରିମା ୩୫ ମି ୫୫ ସେ.ମି ଓ ଲିନା ୨୭ ମି ୩୦ ସେ.ମି ସୂତା କାଟିଲେ ! ଉଭୟ ମିଶି କେତେ ସୂତା କାଟିଲେ ?
ଖ ) ଗୋଟିଏ ଖେଳନାର ଦାମ୍ ୬୦ଟ. ୫୦ପ. ,ତୁମ ପାଖରେ ୪୫ଟ. ଅଛି ! ଆଉ କେତେ ହେଲେ ତୁମ ଖେଳନାଟି କିଣି ପାରିବ ?
ଗ ) ତୁମେ ଯଦି ଦୈନିକ ୭୫ ପଇସା ସଞ୍ଚୟ କର ,ତେବେ ଜୁନ ମାସରେ କେତେ ସଞ୍ଚୟ କରିବା ?
ଘ ) ତୁମେ ବସ୍ରେ ୪ ଘଣ୍ଟା ଓ ରିକ୍ସାରେ ୩ ଘଣ୍ଟା ବସିଲ, ତେବେ ମୋଟରେ କେତେ ସମୟ ବସିଲ ?
ଙ ) ଜଣେ ମୁଲିଆ ସକାଳେ ୩ ଘଣ୍ଟା ୧୫ ମିନିଟ ଓ ଉପରବେଳା ୨ଘଣ୍ଟା ୩୦ ମିନିଟ କାମ କରେ ସେ ଦିନକୁ ମୋଟ କେତେ ସମୟ କାମ କରେ ?
୪) କ ) ୩୨୪- ୧୯୬ (ରେଖାଙ୍କ ପ୍ରଣାଳୀ ରେ ବିୟୋଗ )
ଖ ) ୨୦ x 50x ୩୦=.................
ଗ )୩୧୪x୧୦୦=...............
0 Comments