ବିବେକାନନ୍ଦ ଶିଷା କେନ୍ଦ୍ର ,ବାସୁଦେବପୁର
ତୃତୀୟ ଏକକ ପରୀକ୍ଷା - 2023-2024
ଶ୍ରେଣୀ -ଦ୍ୱିତୀୟ ବିଷୟ ସାମାଜିକ ,ପୂ ସଂ- ୨୫
1)ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ (2x 2=4)
( କ) କିଏ ଦାନବୀର ଭାବରେ ଖ୍ୟାତି ଅର୍ଜନ କରିଥିଲେ ?
(ଖ )ହରିଚନ୍ଦନଙ୍କର ପତ୍ନୀ ଓ ପୁତ୍ର ନାମ କ'ଣ ?
2)ଶୂନ୍ୟସ୍ଥାନ ପୁରାଣ କର (1x 5=5)
( କ ) ଶ ହେ ବର୍ଷରେ ଗୋଟିଏ ...............ହୁଏ |
(ଖ )..........ରୁ ଅନେକ ବ୍ରାହ୍ମଣ ସନ୍ୟାସୀ ଆସିଥିଲେ |
(ଗ )ଜଗନ୍ନାଥ ..........ଅବତାରରେ ଜଗତକୁ ଉଦ୍ଧାର କରିଥିଲେ |
(ଘ )ଆକାଶ ରୁ .........ଖସେ |
(ଙ )................ମାସରେ ଅଳ୍ପ ଅଳ୍ପ ପବନ ବହେ |
3)ଇଂରାଜୀରୁ ଓଡ଼ିଆ କର | (1x 5=5)
lotus= hunter= story=
reindeer= west=
(4)ଖାଲିଜାଗା ପୂରଣ କର | (1x 6=6)
ଲ ..........ଜ୍ଞାନ ଉ .........ପିଣ୍ଡ ଆ .........ର୍ଯ୍ୟ
ନିଃକା .............. ଫା ......ନ ମାସ ପ ..........ମ
(5) ସଜାଡି ଲେଖ | (1x 5=5)
ରିହଶ୍ଚନ୍ଦ୍ର , ଳ୍ପକନା , ବ୍ଧ ଲୁପ , ବ୍ଧ ଲୁକ , ରାଶୀଛେଦ
0 Comments